ଆଜି ଦିବା ୧୧ଘଟିକା ସମୟରେ ଘଷିପୁରା D.S.P OFFICE କୁ ଶତାଧିକ କଂଗ୍ରେସ କର୍ମୀ ଘେରାଉ କରିଥିବା ବେଳେ ଆନନ୍ଦପୁର ପ୍ରଶାସନର ମୁଖ୍ୟ S. D.P.O ଙ୍କ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ଘଷିପୁରା ଆଇଆଇସି ଦିଲୀପ ବାଗ ଦୋଷୀ ମାନଙ୍କୁ ଶୀଘ୍ର ଧରାଯିବ ବୋଲି କହିଥିଲେ.ତେବେ ବର୍ତମାନ ପର୍ଯ୍ୟନ୍ତ ଘଟଣା ଘଟାଇଥିବା ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇନାହିଁ.
ପିସିସି ସଭାପତି ଙ୍କୁ ଆକ୍ରମଣ ପ୍ରତିବାଦରେ S D P O OFFICE ଘେରାଉ
April 22, 2019