ନକଲି ରିଜର୍ଭ ବ୍ୟାଙ୍କ ୱେବସାଇଟ୍ ଖୋଲି ଲୋକମାନଙ୍କ ଗୋପନୀୟ ବ୍ୟାଙ୍କ ତଥ୍ୟ ସଂଗ୍ରହ କରାଯାଉଥିବା ଜଣାପଡ଼ିବା ପରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଲୋକମାନଙ୍କୁ ସତର୍କ କରାଯାଇଛି । ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆଜି ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ରିଜର୍ଭ ବ୍ୟାଙ୍କ କେବେ ମଧ୍ୟ ଲୋକମାନଙ୍କୁ ସେମାନଙ୍କ ବ୍ୟକ୍ତିଗତ ବ୍ୟାଙ୍କ ତଥ୍ୟ ମାଗେ ନାହିଁ । ଏଣୁ ଏପରି ତଥ୍ୟମାଗୁଥିବା ନକଲି ୱେବସାଇଟ୍ ମାନଙ୍କ ପ୍ରତି ସତର୍କ ରହିବାକୁ ଲୋକମାନଙ୍କୁ ଆରବିଆଇ ପରାମର୍ଶ ଦେଇଛି ।
ନକଲି ରିଜର୍ଭ ବ୍ୟାଙ୍କ ୱେବସାଇଟ୍ ଖୋଲି ଲୋକମାନଙ୍କ ଗୋପନୀୟ ବ୍ୟାଙ୍କ ତଥ୍ୟ ସଂଗ୍ରହ
February 9, 2018