ପୂର୍ବତନ ଟିମ୍-ଇଣ୍ଡିଆ କ୍ୟାପଟେନ୍ କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ଝାଡ଼ଖଣ୍ଡର ସର୍ବାଧୀକ ଆୟକର ଦାତା । ୨୦୧୭-୧୮ ଆର୍ଥିକ ବର୍ଷରେ ଧୋନୀ ୧୨.୧୭ କୋଟି ଟଙ୍କାର ଆୟକର ପୈଠ କରିଛନ୍ତି ।
Our website is made possible by displaying online advertisements to our visitors. Please consider supporting us by disabling your ad blocker.