ବଢିଲା ଚିଟ୍ପଣ୍ଡ ତଦନ୍ତ କମିଶନ ଜଷ୍ଟିସ୍ ମଦନ ମୋହନ ଦାସଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି । ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର ।ଅଗଷ୍ଟ ୫ରୁ ଆଉ ୬ମାସ ପାଇଁ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି ।
Our website is made possible by displaying online advertisements to our visitors. Please consider supporting us by disabling your ad blocker.